କରୋନା ମୁକାବିଲା ପାଇଁ ଆସୁଥିବା ଟଙ୍କା ହରିଲୁଟ!

ଜିକେଏସ୍‌ ପକ୍ଷରୁ ମାସ୍କ, ସାନିଟାଇଜର ବଣ୍ଟନ ନକରି ଚାଲିଛି ବିଲ ଭାଉଚର ଦେଓଗାଁ: କରୋନା ଯୋଗୁଁ ପ୍ରତି ଗାଁର ଲୋକଙ୍କୁ ମାସ୍କ, ସାନିଟାଇଜର ଦେବା ପାଇଁ ଗାଁ କଲ୍ୟାଣ ସମିତିକୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇଛନ୍ତି। ହେଲେ ଅର୍ଥ ମଞ୍ଜୁର ହେବା ୪ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ କୌଣସି ଗାଁରେ ନିୟମ ଅନୁସାରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇ ନ ଥିବାରୁ … Continue reading କରୋନା ମୁକାବିଲା ପାଇଁ ଆସୁଥିବା ଟଙ୍କା ହରିଲୁଟ!